ଏକ ଲିଟର ଦୁଗ୍ଧରେ ୪ ଟଙ୍କା ବୃଦ୍ଧି କଲା ଓମଫେଡ୍
ବଢ଼ିଲା ଓମଫେଡ୍ କ୍ଷୀର ଦର ାକୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୋଖାଦ୍ୟ ଓ ଗୋଚାରାର ମୂଲ୍ୟ, ଔଷଧ, ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟରେ ଅହେତୁକ ବୃଦ୍ଧି ଯୋଗୁ କମ୍ପାନୀ ଏହାର ତରଳ ଦୁଗ୍ଧ (୫୦୦ ମିଲି) ମୂଲ୍ୟରେ ୨ ଟଙ୍କା ବୃଦ୍ଧି କରିଛି କମ୍ପାନୀ।