Loading...

କୋଭିଡ ଟିକା ପାଇଁ ଭେଷଜରେ ନୋବେଲ ପାଇବେ କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନ

କୋଭିଡ ଟିକା ପାଇଁ ଭେଷଜରେ ନୋବେଲ ପାଇବେ କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନ

କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ପାଇଁ ଭେଷଜରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କ ଗବେଷଣା କୋଭିଡ୍-୧୯ରୁ ସୁରକ୍ଷା ନିମନ୍ତେ ପ୍ରଭାବଶାଳୀ ଏମ୍‌ଆର୍‌ଏନ୍‌ଏ (mRNA) ପ୍ରତିଷେଧକ ଟିକା ପ୍ରସ୍ତୁତିରେ ସାହାଯ୍ୟ କରିଥିବାରୁ ସେମାନଙ୍କୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି।

ନୋବେଲ୍‌ ଶାନ୍ତି ପୁରସ୍କାର ରେସର ସବୁଠାରୁ ଆଗରେ ଭାରତର ପ୍ରଧାନମନ୍ତ୍ରୀ

ନୋବେଲ୍‌ ଶାନ୍ତି ପୁରସ୍କାର ରେସର ସବୁଠାରୁ ଆଗରେ ଭାରତର ପ୍ରଧାନମନ୍ତ୍ରୀ

ନୋବେଲ୍‌ ଶାନ୍ତି ପୁରସ୍କାର ରେସର ସବୁଠାରୁ ଆଗରେ ଭାରତର ପ୍ରଧାନମନ୍ତ୍ରୀ। ଏମିତି କିଛି ବୟାନ ଏବେ ସାରା ବିଶ୍ବରେ ଚର୍ଚାର ବିଷୟ ପାଲଟିଛି। ଏପରି କିଛି ବୟାନ ଦେଇଛନ୍ତି ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସଲେ ଦୋଜ୍ ।