Loading...

ଆସନ୍ତୁ ଆଜି ପ୍ରସ୍ତୁତ କରିବା "ଗୋଟା ରସୁଣ ମଟନ କଷା"

ଆସନ୍ତୁ ଆଜି ପ୍ରସ୍ତୁତ କରିବା "ଗୋଟା ରସୁଣ ମଟନ କଷା"

 ପ୍ରଥମେ ଏକ ପାତ୍ରରେ ଖାସି ମାଂସ ନିଅନ୍ତୁ। ସେଥିରେ ଗୋଟା କଞ୍ଚାଲଙ୍କା, କଟା ପିଆଜ, ଅଦା-ରସୁଣ ବଟା, ଗରମ ମସଲା, ହଳଦି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଗୋଟା ରସୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।