SPORTS

ଡବ୍ଲ୍ୟୁଡବ୍ଲ୍ୟୁଇର ମହତ୍ଵପୂର୍ଣ୍ଣ ଘୋଷଣା : ‘ର’ ଏବଂ ‘ସ୍ମାକଡାଉନ’ ପ୍ରଥମ ଥର ହିନ୍ଦୀ କମେଣ୍ଟ୍ରି ସହିତ ହେବ ସିଧା ପ୍ରସାରଣ

Krishna Kumar Manoj
ସୋନି ପିକଚର୍ସ ସ୍ପୋର୍ଟ୍ସ ନେଟଓ୍ଵର୍କ ଓ ଡବ୍ଲ୍ୟୁଡବ୍ଲ୍ୟୁଇ ଏକ ଗୁରୁତ୍ଵପୂର୍ଣ ଘୋଷଣା କରିଛନ୍ତି। ଏମାନଙ୍କ ପ୍ରମୁଖ ଟେଲିଭିଜନ କାର୍ୟ୍ୟକ୍ରମ ‘ର’ ଏବଂ ‘ସ୍ମାକଡାଉନ’ ପ୍ରଥମ ଥର ହିନ୍ଦୀ କମେଣ୍ଟ୍ରି ସହିତ ସିଧା ପ୍ରସାରଣ ହେବ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More