Loading...

ମଙ୍ଗଳବାର ଯାଏ ବନ୍ଦ ରହିବ ୟୁନିଟ୍‌ ୧ ହାଟ

ମଙ୍ଗଳବାର ଯାଏ ବନ୍ଦ ରହିବ ୟୁନିଟ୍‌ ୧ ହାଟ

ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦର କୌଣସି ସମାଧାନ ହୋଇ ପାରି ନ ଥିବାରୁ ଶୁକ୍ରବାର ମଧ୍ୟ ଦିନ ତମାମ ୟୁନିଟ୍‌-୧ ହାଟ ବନ୍ଦ ରହିଥିଲା।