News

ଓଡ଼ିଆ ଝିଅ ସିମ୍ରନ ମିଶ୍ର ଆମେରିକୀୟ ମିନେସୋଟା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି!

ENO Beuro
ଆମେରିକାର ମିନେସୋଟା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ଓଡ଼ିଆ ଝିଅ ସିମ୍ରନ ମିଶ୍ର ନିର୍ବାଚିତ ହୋଇଛନ୍ତି। ସିମ୍ରନ ସଂପ୍ରତି ଏହି ବିଶ୍ୱବିଦ୍ୟାଳୟ ଅଧିନ ମିନୋସୋଟା କାର୍ଲସନ୍ ସ୍କୁଲ ଅଫ ମ୍ୟାନେଜମେଣ୍ଟରେ ଅଧ୍ୟୟନରତ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More