Tag Archives: Odia movie love promise audio released

Archives

  • ଲଭ ପ୍ରୋମିଜର ଅଡିଓ ରିଲିଜ !

    ଲଭ ପ୍ରୋମିଜ ଏହା ଏକ love story । ଯୋଉଟା କି ସୁନ୍ଦର ହୃଦୟର କଥା ଜଣାଉଛି । ଆଦି ଗୋଟେ ପୁଅ By profession photographer, ଦିଆ ଯିଏ କି ତା’ ମା’ର ଜୀବନ, ଗୋଟେ ଦିନ ଆଦି ଫୋଟ ଗ୍ରାଫି କରିବାକୁ ଗୋଟେ ଗାଁକୁ ଯାଉଛି, ଦିଆ ମଧ୍ୟ ତା ସାଙ୍ଗମାନଙ୍କ ସଙ୍ଗରେ ପିକ୍-ନିକ୍ ରେ ଯାଉଛି । ସେଠି ଦିଜଣଙ୍କର ଦେଖା ହୁଏ । ସେମାନେ ସେଠୁ ବସ୍ ରେ ...