ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ମିଠା ‘ପାରିଜାତ’
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ଘର ମାନଙ୍କରେ ବିଭିନ୍ନ ପିଠା ତିଆରି କରାଯାଏ । ଏନେଇ ଆଜି ଆମେ ଏକ ସୁଆଦିଆ ପାରମ୍ପରିକ ଓଡ଼ିଆ ମିଠାର ରେସିପି ପ୍ରସ୍ତୁତ କରିବୁ ।
Loading...
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ଘର ମାନଙ୍କରେ ବିଭିନ୍ନ ପିଠା ତିଆରି କରାଯାଏ । ଏନେଇ ଆଜି ଆମେ ଏକ ସୁଆଦିଆ ପାରମ୍ପରିକ ଓଡ଼ିଆ ମିଠାର ରେସିପି ପ୍ରସ୍ତୁତ କରିବୁ ।
ପ୍ରଥମେ ପ୍ୟାନରେ ତେଲକୁ ଗରମ କରି ଅଣ୍ଡା କୁ ଭାଜି କାଢି ରଖନ୍ତୁ । ପ୍ୟାନରେ ତେଲ ଗରମ କଞ୍ଚା ଲଙ୍କା କୁ ଭାଜନ୍ତୁ । ଏବେ ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ । ଅଦା ରସୁଣ ପେଷ୍ଟ ପକାଇ ୧ ମିନିଟ ପାଇଁ ଭାଜନ୍ତୁ । ପରେ କଟା ବିଲାତି ପକାଇ ନରମ ହେବ ଯାଏ ରାନ୍ଧନ୍ତୁ ।
ଆଜି ଆମେ ବନେଇବା ‘ମଟନ୍ ସିକ୍ କବାବ୍’ । ଏହି ରେସିପିକୁ ଆମେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା ।
ଓଡ଼ିଶାର ପାରମ୍ପରିକ ମିଠା ରେସିପି ରସଗୋଲା ପ୍ରାୟତଃ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ । ଆପଣ ଆଗରୁ ରସଗୋଲାର ରେସିପି ବନେଇ ଖାଇଥିବେ । ହେଲେ ଆଜି ଆମେ ଆପଣଙ୍କୁ ରସଗୋଲାର ଏକ ନିଆରା ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ଚାଉଳ ‘ରସଗୋଲା‘ ।
ପ୍ରଥମେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ଧନିଆକୁ ଗୁଣ୍ଡକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଅଦା ରସୁଣ ପେଷ୍ଟ, କଟା ପିଆଜ ଓ ଶୁଖିଲା ଲଙ୍କା ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ।
ମାଛକୁ ଭଲଭାବେ ଧୋଇ ସେଥିରେ ଲୁଣ ଗୋଳାଇ ରଖନ୍ତୁ । କରେଇରେ ଘିଅ ଗରମ କରି ମାଛ ଭାଜନ୍ତୁ । କାଜୁ ଓ କ୍ରୀମ୍ ବ୍ୟତୀତ ଅନ୍ୟସବୁ ମସଲା ତେଲରେ କଷିଦିଅନ୍ତୁ । ପ୍ରାୟ ୭ ରୁ ୮ ମିନିଟ୍ କଷି ହୋଇଗଲେ ମାଛ ପକାଇ ଟିକେ ଲୁଣ ଓ ପାଣି ଦିଅନ୍ତୁ ।
ସର୍ବପ୍ରଥମେ ଏକ କଡାଇକୁ ଗରମ କରନ୍ତୁ। ଏହାପରେ ରାଶିକୁ କଡାଇରେ ପକାଇ ମିଡିୟମ ଆଞ୍ଚରେ ଲଗାତର ଭାଜନ୍ତୁ। ରାଶି ହାଲୁକା ଫୁଲିଗଲେ କିମ୍ବା ତାହାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ଭଜା ରାଶିକୁ ଏକ ପ୍ଲେଟରେ ବାହାର କରିଦିଅନ୍ତୁ।
ପ୍ରଥମେ ଆଳୁରୁ ଚୋପା ଛଡ଼େଇ ପତଳା ପତଳା ଓ ଚେକା ଚେକା କରି କାଟି ରଖନ୍ତୁ। ଏହା ପରେ ବୋନ୍ଲେସ ଚିକେନ୍କୁ ଧୋଇ ସେଥିରେ କର୍ଣ୍ଣଫ୍ଲୋର୍, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାନ୍ତୁ। ଏହାପରେ ସେଥିରେ ରେଡ୍ ଚିଲି ସସ୍, ସୋୟା ସସ୍, ଅଦା-ରସୁଣ ବଟା, ବଟର ଓ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ ମ୍ୟାରିନେଟ୍ ହେବାକୁ ଛାଡ଼ି ଦିଅନ୍ତୁ।