Loading...

ଶୀତଦିନେ ତିଆରି କରନ୍ତୁ ସ୍ବାସ୍ଥ୍ୟକର ମେଥି ସୁପ୍‌

ଶୀତଦିନେ ତିଆରି କରନ୍ତୁ ସ୍ବାସ୍ଥ୍ୟକର ମେଥି ସୁପ୍‌

ଏକ ପ୍ୟାନ୍‌ରେ ଦୁଇ କପ୍‌ ପାଣି ଫୁଟାନ୍ତୁ। ଏବେ ଏଥିରେ ମେଥି ଦାନା ପକାନ୍ତୁ। ଏହାକୁ ୫ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ଭଲ ଭାବେ ଫୁଟିଲେ ଏକ ପାତ୍ରକୁ ବାହାର କରନ୍ତୁ।

ଆଜି ହିଁ ଟ୍ରାଏ କରନ୍ତୁ ‘ସିଝା ମାଛ ମସଲା’

ଆଜି ହିଁ ଟ୍ରାଏ କରନ୍ତୁ ‘ସିଝା ମାଛ ମସଲା’

ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ରଖନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦା-ରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ମ୍ୟାରିନେଟ୍‌ କରନ୍ତୁ।

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ ମୁଢ଼ି କଙ୍କଡ଼ା ‘

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ ମୁଢ଼ି କଙ୍କଡ଼ା ‘

ପ୍ରଥମେ କଙ୍କଡ଼ାକୁ ଭଳ ଭାବେ ଧୋଇ ରଖନ୍ତୁ। ମୁଢ଼ିକୁ ମଧ୍ୟ ଗୁଣ୍ଡ କରି ରଖନ୍ତୁ। ଏହାପରେ କଙ୍କଡ଼ାରେ ଲୁଣ ଓ ହଳଦୀ ଗୋଳାଇ ଭାଜି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଡାଲଚିନି, ଗୁଜୁରାତି, ପିଆଜ ବଟା ଓ ଅଦା-ରସୁଣ ବଟା ପକାଇ କଷନ୍ତୁ।

ଆସନ୍ତୁ ତିଆରି କରିବା ‘ଚିଙ୍ଗୁଡ଼ି ବିରିୟାନି’

ଆସନ୍ତୁ ତିଆରି କରିବା ‘ଚିଙ୍ଗୁଡ଼ି ବିରିୟାନି’

ପ୍ରଥମେ ଏକ ପାତ୍ରରେ ସଫା ହୋଇଥିବା ଚିଙ୍ଗୁଡ଼ି ନେଇ ତାକୁ ମ୍ୟାରିନେଟ୍‌ କରନ୍ତୁ। ମ୍ୟାରିନେଟ୍‌ କରିବା ପାଇଁ ଚିଙ୍ଗୁଡ଼ିରେ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଡର୍‌, ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘କଦଳୀ ପତ୍ର ଚିକେନ୍‌’

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘କଦଳୀ ପତ୍ର ଚିକେନ୍‌’

ପ୍ରଥମେ ଚିକେନ୍‌କୁ ଏକ ପାତ୍ରରେ ରଖି ମ୍ୟାରିନେଟ୍‌ କରି ଦିଅନ୍ତୁ। ମ୍ୟାରିନେଟ୍‌ କରିବା ପାଇଁ ସେଥିରେ ଜିରା, ଧନିଆ ବଟା, ଅଦା ଓ ରସୁଣ ବଟା, ହଳଦୀ ଗୁଣ୍ଡ, ଲୁଣ, ଗରମ ମସଲା, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା ଓ ତେଲ ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ‘ଷ୍ଟଫ୍‌ଡ୍‌ କୁକୁମ୍ବର୍‌’

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ‘ଷ୍ଟଫ୍‌ଡ୍‌ କୁକୁମ୍ବର୍‌’

ପ୍ରଥମେ କାକୁଡ଼ିକୁ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ। ଏକ ଚାମଚରେ ଏହାର ମଞ୍ଜି ବାହାର କରି ଦିଅନ୍ତୁ। ଏବେ ଏକ ପାତ୍ରରେ ପନିର୍‌, ଟମାଟୋ ଓ ସୂର୍ଯ୍ୟମୁଖୀ ମଞ୍ଜି ପକାଇ ମିଶାନ୍ତୁ।

ଆସନ୍ତୁ ପ୍ରସ୍ତୁତ କରିବା “ଭେଜ୍‌ ମଞ୍ଚୁରିୟାନ “

ଆସନ୍ତୁ ପ୍ରସ୍ତୁତ କରିବା “ଭେଜ୍‌ ମଞ୍ଚୁରିୟାନ “

ପ୍ରଥମେ ପରିବାଗୁଡ଼ିକୁ ଧୋଇ କଟରରେ ଛୋଟ ଛୋଟ କରି କାଟନ୍ତୁ। ଏହି ପରିବାରେ କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଗରମ ମସଲା, ଲୁଣ ଓ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ।

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ମଶରୁମ ପକୋଡା’

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ମଶରୁମ ପକୋଡା’

ପ୍ରଥମେ ପିଆଜ, ଛତୁ, କଞ୍ଚା ଲଙ୍କା ଆଦିକୁ କାଟି ରଖନ୍ତୁ । ଏବେ ଏକ ପାତ୍ରରେ ସମସ୍ତ ପରିବା, ବ୍ରେଡ଼ କମ ପାଉଡର, କର୍ନ ଫ୍ଲୋର, ଲଙ୍କା ଗୁଣ୍ଡ ଭଲ ଭାବେ ମିଶେଇ ଦିଅନ୍ତୁ ।