ରୋଷେଇ ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ପାଓ ଭାଜି’ 08 Feb, 2022 6 mins read 109 views ଆଳୁ ଓ ମଟରକୁ ସିଝାନ୍ତୁ । ଆଳୁକୁ ଚୋପା ଛଡାଇ ଚକଟି ଅଲଗା ରଖନ୍ତୁ । ପ୍ୟାନରେ ୧୦୦ ଗ୍ରାମ୍ ବଟର ପକାଇ କଞ୍ଚାଲଙ୍କା, ରସୁଣବଟା ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।
ରୋଷେଇ ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ବୁନ୍ଦିଆ ଖିରି’ 08 Feb, 2022 6 mins read 156 views ପ୍ରଥମେ ପାଣି ଦେଇ ବେସନକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ଏହାକୁ ଜାଲି ଚଟୁ ସାହାଯ୍ୟରେ ଗରମ ଘିଅରେ ଛାଣି ବୁନ୍ଦି ପ୍ରସ୍ତୁତ କରନ୍ତୁ।
ରୋଷେଇ ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ତରଭୁଜ ଖାସି ମାଂସପୋଡ଼ା’ 08 Feb, 2022 6 mins read 129 views ପ୍ରଥମେ ଖାସି ମାଂସରେ ଦହି, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ ଓ ଛେଚା ରସୁଣ ପକାନ୍ତୁ। ତା’ପରେ ସେଥିରେ ଅଦାରସୁଣ ବଟା, ଧନିଆ ପତ୍ର ବଟା, କଞ୍ଚା ଲଙ୍କା, ଗରମ ମସଲା, ଧନିଆ ପତ୍ର ଓ ରିଫାଇନ୍ ତେଲ ପକାଇ ଭଲଭାବେ ମ୍ୟାରିନେଟ୍ କରନ୍ତୁ।
ରୋଷେଇ ଆଜି ଏହି ଉପାୟରେ ଘରେ ବନାନ୍ତୁ ‘ଧନିଆ ଦମ ଆଳୁ’ 29 Dec, 2021 10 mins read 165 views ଧନିଆ ଦମ ଆଳୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପ୍ୟାନ ଗରମ କରି ସେଥିରେ ଅଳ୍ପ ତେଲ ଦିଅନ୍ତୁ ଓ ସେଥିରେ ସିଝା ଆଳୁକୁ ପକାଇ କିଛି ସମୟ ଭାଜିଦିଅନ୍ତୁ ।
ରୋଷେଇ ଆପଣଙ୍କ ସଂଧ୍ୟାକୁ ସ୍ପେଶାଲ କରିଦେବ ‘ରାଜକଚୋଡି’ 29 Dec, 2021 9 mins read 391 views ସର୍ବପ୍ରଥମେ ମଇଦା, ସୁଜି ଏବଂ ବେକିଂ ସୋଡାକୁ ଏକାସାଥିରେ ମିଶାନ୍ତୁ ଏବଂ ସେଥିରେ ପାଣି ପକାଇ ଭଲଭାବେ ଚକଟନ୍ତୁ।