Tag : odisha close

News

କୁନ୍ଦୁଲି ଗଣବଳାତ୍କାର : ପ୍ରତିବାଦରେ ଓଡ଼ିଶା ବନ୍ଦ ,କଂଗ୍ରେସ ଓ ବିଜେପିର ୧୨ ଘଣ୍ଟିଆ ବନ୍ଦ

ENO Beuro
କୁନ୍ଦୁଲି ପୀଡିତାଙ୍କ  ଆତ୍ମହତ୍ୟା ଘଟଣାକୁ ନେଇ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି ।  ଏମିତି କି ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଉଗ୍ର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି