News

ଭଙ୍ଗା ହେଲା ଭୁବନେଶ୍ୱର ଇସ୍କନ ସମାଧି ପୀଠ,ଘଟଣାସ୍ଥଳରେ ଉତ୍ତେଜନା

ENO Beuro
ଭଙ୍ଗା ହେଲା ଭୁବନେଶ୍ୱର ଇସ୍କନ ସମାଧି ପୀଠ। ଇସ୍କନ ମନ୍ଦିର ସମ୍ମୁଖରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଗୁରୁଙ୍କ ସମାଧି ପୀଠ ଉଚ୍ଛେଦକୁ ବିରୋଧ କରି ଭକ୍ତମାନେ ପୁଲିସକୁ ଠେଲାପେଲା କରିଥିଲେ।
News

ମୁଖ୍ୟମନ୍ତ୍ରୀ:ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

ENO Beuro
ରାଜ୍ୟରେ ଲାଗୁ ହେବ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା । ଆଗାମୀ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ । ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମ ଅବସରରେ
News

ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ନିଷ୍ପତି:ସତ୍ୟବାଦୀରେ ପ୍ରତିଷ୍ଠା ହେବ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’

ENO Beuro
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଐତିହ୍ୟ କ୍ୟାବିନେଟ୍ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସେଥିମଧ୍ୟରୁ ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ଓ ଏଥିପାଇଁ ରାଜ୍ୟ ସରକାର
News

୬୦ ହଜାର ଚାଷୀଙ୍କୁ ମିଳିବ ସ୍ମାର୍ଟ ଫୋନ,ଓଡିଆ ଭାଷାରେ ପାଇବେ କୃଷି ସୂଚନା

ENO Beuro
ରାଜ୍ୟରେ ପ୍ରାୟ ୬୦ ହଜାର ଚାଷୀଙ୍କୁ ସରକାର ଦେବେ ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ। ଏହି ଫୋନ ମାଧ୍ୟମରେ ସେମାନଙ୍କୁ କୃଷି ସମ୍ପର୍କିତ ସମସ୍ତ ସୂଚନା ମିଳିପାରିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ
News

ଅଗଷ୍ଟ ପହିଲାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ENO Beuro
ପାଣିପାଗର ବିଚିତ୍ର ରୂପ। ଓଡିଶାରୁ ଉତ୍ତରପ୍ରଦେଶ ଆଡକୁ ଯାଇଥିବା ଲଘୁଚାପ ୟୁ-ଟର୍ନ ନେଇ ଫେରିବ। ପୁଣି ଓଡିଶାରେ ବର୍ଷା କରାଇବ। ଅଗଷ୍ଟ ପହିଲାରୁ ୫ ତାରିଖ ଯାଏଁ ଉତ୍ତର ଓଡିଶାରେ ଅଧିକ ବର୍ଷା ହେବ।
News

ଆଜି ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଗ୍ରାସ ସମୟ?

ENO Beuro
ଆଜି ଚଳିତ ଶତାଦ୍ଦୀର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିବ। ଆଜି ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ର ବିରାଟ ଆକାରରେ ଓ ସମ୍ପୂର୍ଣ୍ଣ ଭାବେ
News

ଆଜି ଗୁରୁପ୍ରିୟା ସେତୁ ଉଦଘାଟନ:ପୂରା ହେବ ୩୫ ହଜାର ଲୋକଙ୍କ ୫ ଦଶନ୍ଧିର ସ୍ଵପ୍ନ

ENO Beuro
ମାଲକାନଗିରି ଜିଲ୍ଲାର ୧୫୧ଟି ଗାଁର ଲୋକଙ୍କୁ ଯୋଡିଲା ଗୁରୁପ୍ରିୟା । ଏହି ଐତିହାସିକ ସେତୁକୁ ଆଜି ଲୋକାପର୍ଣ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସେତୁକୁ ଲୋକାର୍ପର କରିବେ। ଗୁରୁପ୍ରିୟା ସେତୁ

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More