ନ୍ୟୁଜ୍ ମାସକ ମଧ୍ୟରେ ଓଡିଶା ପିସିସି ପରିବର୍ତ୍ତନ 15 Apr, 2022 8 mins read 328 views ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ରାଜନୀତିରେ ଉଷ୍ମତା । ମାସେ ମଧ୍ୟରେ ପିସିସି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଯିଏ ବି ପିସିସି ସଭାପତି ହେବେ ତାଙ୍କୁ ନେଇ କାର୍ଯ୍ୟ କରିବୁ ବୋଲି କହିଛନ୍ତି ଦଳୀୟ ନେତା ।