Loading...

ଜାନୁଆରୀ ୩ରେ ଖୋଲିନପାରେ ପ୍ରାଥମିକ ସ୍କୁଲ୍

ଜାନୁଆରୀ ୩ରେ ଖୋଲିନପାରେ ପ୍ରାଥମିକ ସ୍କୁଲ୍

ଆଜି ଡିଏମ୍‌ଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଯେ ହୁଏତ ସରକାରଙ୍କ ଏହି ନିଷ୍ପତ୍ତି ବଦଳିପାରେ।ଏନେଇ DMET ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇଥିଲେ।

ଆହୁରି ୨ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା

ଆହୁରି ୨ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା

ଦୁଇ ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ପରେ ନୂଆବର୍ଷରୁ ରାଜ୍ୟକୁ ଫେରିବ ଶୀତ ଲହରୀ ।

ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ମିଳିବ କାରୋନା ଟୀକା

ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ମିଳିବ କାରୋନା ଟୀକା

ଜାନୁଆରି ୩ରୁ ୧୫ରୁ ୧୮ବର୍ଷ ମଧ୍ୟରେ ଥିବା ପ୍ରାୟ ୨୫ଲକ୍ଷ ପିଲାଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯିବ। କମ୍‌ ଦିନରେ ଯେପରି ଅଧିକ ପିଲାଙ୍କୁ ଟିକା ଦିଆଯିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା, କମିବ ଶୀତ

ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା, କମିବ ଶୀତ

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଫଳରେ ରାଜ୍ୟରେ ଏବେ ଶୀତ ବିଶେଷ ଅନୁଭୂତ ହେବ ନାହିଁ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଓଡିଶାରେ ଚିହ୍ନଟ ହେଲା ଆଉ ୪ ଓମିକ୍ରନ୍ ଆକ୍ରାନ୍ତ, ଚିନ୍ତାରେ ଓଡ଼ିଶା ସରକାର

ଓଡିଶାରେ ଚିହ୍ନଟ ହେଲା ଆଉ ୪ ଓମିକ୍ରନ୍ ଆକ୍ରାନ୍ତ, ଚିନ୍ତାରେ ଓଡ଼ିଶା ସରକାର

ରାଜ୍ୟରେ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ସହ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ପହଞ୍ଚିଛି।

ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ଭାଲେଣ୍ଟାଇଲ ଡେ’କୁ ବିରୋଧ କରିବନି ବଜରଙ୍ଗୀ ଦଳ

ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ଭାଲେଣ୍ଟାଇଲ ଡେ’କୁ ବିରୋଧ କରିବନି ବଜରଙ୍ଗୀ ଦଳ

ଭାଲେଂଟାଇନ ଡେ ପାଇଁ ପ୍ରେମୀ ଯୁଗଳଙ୍କୁ ଆଶ୍ୱସ୍ତି । ଚଳିତ ବର୍ଷ ଭାଲେଣ୍ଟାଇନ ଡେକୁ ବିରୋଧ କରିବନି ବଜରଙ୍ଗ ଦଳ । ଏନେଇ ଆଜି ଘୋଷଣା କରିଛି ବଜରଙ୍ଗ ଦଳ ।