Loading...

ଚୁଲି ହାଣ୍ଡିରେ ମହଙ୍ଗା ମାଡ: କମିଲା ଗ୍ଯାସ ଦର, ବଢିଲା ଡାଲି ଓ ତେଲର ମୂଲ୍ୟ

ଚୁଲି ହାଣ୍ଡିରେ ମହଙ୍ଗା ମାଡ: କମିଲା ଗ୍ଯାସ ଦର, ବଢିଲା ଡାଲି ଓ ତେଲର ମୂଲ୍ୟ

ଦେଶରେ ଦରଦାମ୍ ସ୍ଥିତି ଏବେ ଅଣାୟତ୍ତ ହେବାରେ ଲାଗିଛି। ଘର ଚଳାଇବା କଷ୍ଟକର ହୋଇପଡ଼ିଲାଣି। ରୋଷେଇ‌ ଘରେ ବ୍ୟବହାର ହେଉଥିବା ପ୍ରାୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବଢ଼ିବାରେ ଲାଗିଛି।