Loading...

ନିର୍ବାଚନ ପୂର୍ବରୁ କମିବ ତେଲ ଦର

ନିର୍ବାଚନ ପୂର୍ବରୁ କମିବ ତେଲ ଦର

କମିବ ପେଟ୍ରୋଲ, ଡିଜେଲ ଦର । ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ତୈଳ କମ୍ପାନୀଗୁଡିକୁ ଚିଠି ଲେଖି ତେଲ ଦର କମାଇବାକୁ କହିଛନ୍ତି । ଆନ୍ତର୍ଜାତୀୟ ବଜାରରେ ଅଶୌଧିତ ତେଲେ ଦର କମିଥିଲେ ବି ଦିର୍ଘ ୧୫ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦର କମାଇନାହାଁନ୍ତି ତୈଳକମ୍ପାନୀମାନେ ।