Loading...

ଓଲା, ଉବେର ଓ ରାପିଡୋ ସେବାକୁ ବଡ଼ ଝଟକା

ଓଲା, ଉବେର ଓ ରାପିଡୋ ସେବାକୁ ବଡ଼ ଝଟକା

ଓଲା, ଉବେର ଓ ରାପିଡୋ ସେବାକୁ ବଡ଼ ଝଟକା । କର୍ଣ୍ଣାଟକରେ ବ୍ୟାନ ହେଲା ଏହି ୩ ଆପ୍ ଆଧାରିତ କମ୍ପାନୀ । ବାରମ୍ବାର ଅଭିଯୋଗ ଆସିବା ପରେ ସରକାର ଏହି ଘୋଷଣା କରିଛନ୍ତି ।