Tag Archives: Ole ole Dil bole audio released

Archives

  • ଶୁଭିଲା ” ଓଲେ ଓଲେ ଦିଲ ବୋଲେ “

    ଏପ୍ରିଲ ୧୩ରେ ମୁକ୍ତିଲାଭ ଗୀତାଞ୍ଜଳି ପ୍ରଦକ୍ସନ ବ୍ୟାନରରେ ନିର୍ମିତ ନୂଆ ଓଡିଆ ସିନେମା  ” ଓଲେ ଓଲେ ଦିଲ ବୋଲେ “ର ଅଡିଓ ରିଲିଜ ଭୁବନେଶ୍ଵରର ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇ ଜାଇଛି । ଏହି ଅଡିଓ ରିଲିଜ ସମୟରେ ଟିମର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ସିନେମାରେ ୫ଟି ଗୀତ ରହିଛି । ଟାଇଟଲ ଗୀତ ଓଲେ ଓଲେ ଦିଲ ...