Loading...

ପୁରୀ ବେଳାଭୁମିରେ ଅଲିଭ ରିଡଲେ

ପୁରୀ ବେଳାଭୁମିରେ ଅଲିଭ ରିଡଲେ

ପୁରୀର ପେଣ୍ଠକଟା ବେଳାଭୂମିରେ ଦେଖିବାକୁ ମିଳୁଛନ୍ତି ଅଲିଭ ରିଡଲେ କଇଁଛ। କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ବହୁ ସଂଖ୍ଯାରେ ଅଲିଭ ରିଡଲେ କଇଁଛ ପେଣ୍ଠକଟା ବେଳାଭୂମି ଅଣ୍ଡାଦାନ କରୁଥିବାର ଦେଖାଯାଉଛି।