Loading...

ଭାରତରେ ପ୍ରଥମ ଜୀବନ ନେଲା ଓମିକ୍ରନ୍ ଭାରିଏଣ୍ଟ

ଭାରତରେ ପ୍ରଥମ ଜୀବନ ନେଲା ଓମିକ୍ରନ୍ ଭାରିଏଣ୍ଟ

ସାରା ବିଶ୍ୱରେ ଭଳି ଧୀରେ ଧୀରେ ଭାରତରେ ବି ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି। ଏହାରି ଭିତରେ ଭାରତରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି।