Loading...

ବାଣ ଫୁଟାଇଲେ ୬ ମାସ ଜେଲ ସହ ୨୦୦ ଟଙ୍କା ଜରିମାନା

ବାଣ ଫୁଟାଇଲେ ୬ ମାସ ଜେଲ ସହ ୨୦୦ ଟଙ୍କା ଜରିମାନା

ବାଣ କିଣିବା ଏବଂ ତାହାକୁ ଫୁଟାଇବା ଉପରେ ୨୦୦ ଟଙ୍କା ଜରିମାନା ଆଦାୟ କରାଯିବ। ୬ ମାସ ଜେଲ ଦଣ୍ଡ ମଧ୍ୟ ମିଳିପାରେ। ସେଠି ଯିଏ ବି ବାଣଗୁଡ଼ିକୁ ଷ୍ଟୋର କରି ରଖିବ କିମ୍ବା ବାଣ ବିକ୍ରିରେ ସାମିଲ ହେବ, ତାଙ୍କ ଉପରେ ବି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ ଏବଂ ୩ ବର୍ଷ ଜେଲ ଦଣ୍ଡ ମିଳିବ।

ଟିକା ନ ନେଇ ଥିବା ବ୍ୟକ୍ତିଙ୍କ ସାଙ୍ଘାତିକ ନୁହେଁ ‘ଓମିକ୍ରନ୍‌’

ଟିକା ନ ନେଇ ଥିବା ବ୍ୟକ୍ତିଙ୍କ ସାଙ୍ଘାତିକ ନୁହେଁ ‘ଓମିକ୍ରନ୍‌’

ଓମିକ୍ରନ୍‌ ଆଣିଥିବା ଲହର୍‌ରେ କୋଭିଡ୍-୧୯ ଆକ୍ରାନ୍ତ ସାଙ୍ଘାତିକ ନ ହେବାର କାରଣ, ପୂର୍ବ ସଂକ୍ରମଣ କିଂବା ଟିକାକରଣ ଯୋଗୁଁ ହୋଇପାରେ।