Tag Archives: Onion juice give you long and thick hair

Archives

  • କେଶରେ ଚମକ ଆଣିବାକୁ ଚାହୁଛନ୍ତି କି ?ତେବେ ଆପଣାନ୍ତୁ ଏହି ଉପାୟ

    ସୁନ୍ଦର ଓ ଘନ କେଶ ପାଇବା ପାଇଁ ସମସ୍ତେ ଚାହାନ୍ତି, ଏଥିପାଇଁ ଅନେକ ଉପାୟ ମଧ୍ୟ ଅବଲମ୍ବନ କରିଥାଆନ୍ତି । ଏକ ସର୍ବେକ୍ଷଣରୁ ଜଣାପଡିଛି ନିୟମିତ ରୁପେ କେଶରେ ପିଆଜ ରସ ଲଗାଇଲେ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ମିଳେ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣ କେମିତି ବ୍ୟବହାର କରିବେ ତାହା ଜାଣିବା ଜରୁରୀ । ପିଆଜ ରସର ଉପକାରିତା ସୁସ୍ଥ କେଶ ...