Loading...

ଦୀର୍ଘ ୬ ମାସ ପରେ ଆସନ୍ତା ୨୫ରୁ ଖୋଲିବ କେଦାରନାଥ

ଦୀର୍ଘ ୬ ମାସ ପରେ ଆସନ୍ତା ୨୫ରୁ ଖୋଲିବ କେଦାରନାଥ

ଦୀର୍ଘ ୬ ମାସ ପରେ ଭକ୍ତଙ୍କ ପାଇଁ ଖୋଲିବ କେଦାରନାଥ ଧାମ । ଆସନ୍ତା ୨୫ରୁ ଖୋଲିବ କେଦାରନାଥ। ଶ୍ରଦ୍ଧାଳୁମାନେ ପଦଯାତ୍ରା ସହ ହେଲିକପ୍ଟର ଯୋଗେ ମଧ୍ୟ କେଦାରନାଥ ପହଞ୍ଚିପାରିବେ ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।