Loading...

‘ଅପରେସନ ଗଙ୍ଗା’ର ଶେଷ ଉଡ଼ାଣ ଆଜି: ୟୁକ୍ରେନ୍‌ ଛାଡ଼ିଲେ ଶେଷ ବ୍ୟାଚ୍‌ ଭାରତୀୟ ଛାତ୍ର ସମେତ ସରକାରୀ କର୍ମଚାରୀ

‘ଅପରେସନ ଗଙ୍ଗା’ର ଶେଷ ଉଡ଼ାଣ ଆଜି: ୟୁକ୍ରେନ୍‌ ଛାଡ଼ିଲେ ଶେଷ ବ୍ୟାଚ୍‌ ଭାରତୀୟ ଛାତ୍ର ସମେତ ସରକାରୀ କର୍ମଚାରୀ

ଆସନ୍ତାକାଲି ଗୁରୁବାର ଶେଷ ହେବ ଭାରତର ଅପରେସନ ଗଙ୍ଗା। ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ ଶେଷ ହେବ । ୟୁକ୍ରେନରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଥିଲେ ।