Loading...

OTTରେ ରିଲିଜ୍‌ ହେବ ‘କାନ୍ତାରା’

OTTରେ ରିଲିଜ୍‌ ହେବ ‘କାନ୍ତାରା’

ବର୍ତ୍ତମାନ ବଲିଉଡ୍‌ ବକ୍ସ ଅଫିସ୍‌ରେ ସାଉଥ୍‌ ଫିଲ୍ମ ଧମାଲ୍‌ କରୁଛି। ଏହିପରି ଗୋଟିଏ ଚଳଚ୍ଚିତ୍ର ହେଉଛି ‘କାନ୍ତାରା’। ଯାହାର ଆଲୋଚନା ସବୁଆଡେ ଚାଲିଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିବା ସହ ​​ OTT ରେ ମୁକ୍ତିଲାଭ କରିଥିଲା।