Loading...

ପଦ୍ମପୁର ଉପନିର୍ବାଚନ ହାଇଡ୍ରାମା: ଶେଷ ଦିନରେ ନାମାଙ୍କନ ଦିନ ନାମାଙ୍କନ ନଭରି ଦଳଦଳ ମଧ୍ୟରେ ଡ୍ରାମା

ପଦ୍ମପୁର ଉପନିର୍ବାଚନ ହାଇଡ୍ରାମା: ଶେଷ ଦିନରେ ନାମାଙ୍କନ ଦିନ ନାମାଙ୍କନ ନଭରି ଦଳଦଳ ମଧ୍ୟରେ ଡ୍ରାମା

ପଦ୍ମପୁର ଉପନିର୍ବାଚନ (Padmapur By Poll) ନେଇ ବଢ଼ୁଛି ରାଜନୈତିକ ଉଷ୍ମତା । ଆଜି ଅର୍ଥାତ ନଭେମ୍ବର 17 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବାବେଳେ କାଲିସୁଧା ପର୍ଯ୍ୟନ୍ତ କୌଣସି ଦଳ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ।

ପଦ୍ମପୁର ଉପନିର୍ବାଚନ: ବିଜେପିରୁ ପ୍ରଦୀପ, କଂଗ୍ରେସରୁ ସତ୍ୟଭୂଷଣ ବିଜେଡ଼ିରେ ଛକାପଞ୍ଝା

ପଦ୍ମପୁର ଉପନିର୍ବାଚନ: ବିଜେପିରୁ ପ୍ରଦୀପ, କଂଗ୍ରେସରୁ ସତ୍ୟଭୂଷଣ ବିଜେଡ଼ିରେ ଛକାପଞ୍ଝା

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତେବେ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇନା‌ହିଁ। ବିଜେଡିର ଏକାଧିକ ଆଶାୟୀ ଥିବାରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବିଳମ୍ବିତ ହେଉଥିବା କୁହାଯାଉଛି।

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ।