ନ୍ୟୁଜ୍ ଚିରନିଦ୍ରାରେ ବିଶିଷ୍ଟ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର 28 Aug, 2023 13 mins read 193 views ଯଶସ୍ବୀ ସାହିତ୍ୟିକ ପ୍ରଖ୍ୟାତ କବି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି ।