Loading...

ଓଡ଼ିଶାରୁ ୭ଜଣଙ୍କୁ ମିଳବ ସମ୍ମାନଜନକ ପଦ୍ମ ପୁରସ୍କାର

ଓଡ଼ିଶାରୁ ୭ଜଣଙ୍କୁ ମିଳବ ସମ୍ମାନଜନକ ପଦ୍ମ ପୁରସ୍କାର

ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର । ୭ଜଣ ଓଡ଼ିଆଙ୍କୁ ମିଳିବ ପଦ୍ମ ପୁରସ୍କାର । ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ ।