Loading...

ପାକିସ୍ତାନ ମସଜିଦରେ ବିସ୍ଫୋରଣ ୧୭ ମୃତ, ୮୩ ଆହତ

ପାକିସ୍ତାନ ମସଜିଦରେ ବିସ୍ଫୋରଣ ୧୭ ମୃତ, ୮୩ ଆହତ

ବିସ୍ଫୋରଣଟି ସ୍ଥାନୀୟ ସମୟ ଅପରାହ୍ଣ ୧ ଟା ୪୦ ମିନିଟ ବା ଭାରତୀୟ ସମୟ ୨ଟା ୧୦ ମିନିଟ ସମୟରେ ହୋଇଥିଲା । ବିସ୍ଫୋରଣ ବେଳେ ଲୋକମାନେ ମସଜିଦରେ ପ୍ରାର୍ଥନା କରୁଥିଲେ । କୋଠାର ଏକ ଅଂଶ ଭୁସୁଡ଼ିପଡ଼ିବାରୁ କିଛି ଲୋକ ତାହା ତଳେ ରହିଯାଇଥିଲେ ।