Tag : pakisthani shame 139 pakistans on un terror list

News

ଜାତିସଂଘର ନୂଆ ଆତଙ୍କୀ ତାଲିକା : ହାଫିଜ୍‌ ସୟିଦ ସହ ୧୩୯ ପାକିସ୍ତାନୀ ସାମିଲ

ENO Beuro
ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ପାଲଟି ଯାଇଛି। ପାକିସ୍ତାନର ପ୍ରମୁଖ ସହରଗୁଡ଼ିକରେ ଅନ୍ତର୍ଜାତୀୟ ଆତଙ୍କବାଦୀମାନେ ଆଡ଼ା ଜମାଇ ରହିଛନ୍ତି। ଇତିମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ୱ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରାଯାଇଛି।