ନ୍ୟୁଜ୍ ରାଜନୀତିକୋରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତRatnamani MaharanaMarch 16, 2020 by Ratnamani MaharanaMarch 16, 202001055 କୋରୋନା ପାଇଁ ଲୋକେ ଆତଙ୍କିତ। ଏହା ସହ ମୁକାବିଲା କରିବାକୁ ରାଜ୍ୟ ସରକାର ବହୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ବଡ଼ ସଭା, ସମିତି, ମହୋତ୍ସବ, ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି।...