ପରୋକ୍ଷ ନିର୍ବାଚନ ପାଇଁ ରାଜ୍ୟନିର୍ବାଚନ କମିଶନଙ୍କ ନିୟମାବଳୀ
ନିର୍ବାଚନ ଦିନ ନିର୍ବାଚନ ଅଧିକାରୀମାନେ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦେଇ ପୁନର୍ବାର ଗ୍ରହଣ କରିବେ। ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ କରାଯିବ।
Loading...
ନିର୍ବାଚନ ଦିନ ନିର୍ବାଚନ ଅଧିକାରୀମାନେ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦେଇ ପୁନର୍ବାର ଗ୍ରହଣ କରିବେ। ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ କରାଯିବ।
କୋହଳ ହୋଇପାରେ ପଞ୍ଚାୟତ ନିର୍ବାଚନ କଟକଣା। ସଭାସମିତି କରିବାକୁ ଅନୁମତି ଦେଇପାରନ୍ତି ରାଜ୍ୟ ନିର୍ବାଚନ କମିଶନ।
ଚିହ୍ନ ଧରି ପ୍ରଚାରକୁ ଓହ୍ଲାଇଲେ ପ୍ରାର୍ଥୀ । ରାତାରାତି ଛକ ବଜାରରେ ଲାଗିଯାଇଛି ଚିହ୍ନ ସହ ପ୍ରାର୍ଥୀଙ୍କ ବ୍ୟାନର ।
ପଞ୍ଚାୟତ ଲଢେଇ ପାଇଁ ମଙ୍ଗଳବାର ପ୍ରକାଶ ପାଇବା ଚୂଡାନ୍ତ ତାଲିକା । ଅପରାହ୍ଣରେ ତାଲିକା ପ୍ରକାଶ ପାଇବ ।
ପଞ୍ଚାୟତ ନିର୍ବାଚନ ଲାଗି ଆଜି ନାମାନଙ୍କନ ଦାଖଲର ଅନ୍ତିମ ଦିନ। ଗତ ୪ ଦିନରେ ୧୭୩୦ ଜଣ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୧୩ ହଜାର ୩୫୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।
କେତେ ଗଣନା, କେତେ ଫନ୍ଦିଫିକର । ଗୋଟିଏ ପଟେ ଡିଜିଟାଲ କ୍ୟାମ୍ପେନ୍ ଅନ୍ୟପଟେ ପ୍ରାର୍ଥୀ ଚୟନର ଗୋଲକ ଧନ୍ଦା ।
ଏଥର ନିର୍ବାଚନରେ ୯୧ ହଜାର ୯୧୩ ଓ୍ୱାର୍ଡ ମେମ୍ବର, ୬, ୭୯୪ ସରପଞ୍ଚ, ୬, ୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ମତଦାନ ହେବ