Loading...

କୋହଳ ହେଲା କଟକଣା; ୨୦ ଜଣରେ ପ୍ରଚାର, ୩ଶହରେ ସଭା

କୋହଳ ହେଲା କଟକଣା; ୨୦ ଜଣରେ ପ୍ରଚାର, ୩ଶହରେ ସଭା

ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ । ଆଉ ମାତ୍ର ଅଳ୍ପ ଦିନର ବ୍ୟବଧାନ । ଏପରି ସମୟରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ଲାଗୁ ହୋଇଥିବା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।