Entertainment

ଆଶୁତୋଷଙ୍କ “ପାନିପତ”ରେ ଅର୍ଜୁନ-ସଞ୍ଜୁ! ସାମ୍ନାକୁ ଆସିଛି ଫିଲ୍ମର ଟିଜର ପୋଷ୍ଟର

ENO Beuro
ପାନିପତ ଯୁଦ୍ଧରେ ସଂଜୟ ଦତ୍ତ ଓ ଅର୍ଜୁନ କପୁର ବଲିଉଡ୍ ଫିଲ୍ମ ‘ମୋହେଞ୍ଜୋଦାରୋ’ ପରେ ପୁଣି ଥରେ ଇତିହାସ ସମ୍ବଳିତ ପିରିଅଡିକ ଫିଲ୍ମ “ପାନିପତ-ଦ ଗ୍ରେଟ ବିଟ୍ରେୟାଲ”ନିର୍ମାଣ କରିବାକୁ ଯାଉଛନ୍ତି ନିର୍ଦେଶକ ଆଶୁତୋଷ ଗୌଓ୍ଵାରୀ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More