Tag : papaya halwa

Recipes & Food

ଆଜି ହିଁ ପ୍ରସ୍ତୁତ କରନ୍ତୁ ଅମୃତଭଣ୍ଡା ହାଲୱା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro
ଆବଶ୍ୟକ ସାମଗ୍ରୀ କଞ୍ଚା ଅମୃତଭଣ୍ଡା, ଚିନି, କ୍ଷୀର, ଘିଅ, କାଜୁ, କିସ୍‌ମିସ୍‌ ଓ ଗୁଜୁରାତି ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଅମୃତଭଣ୍ଡାଗୁଡ଼ିକୁ ଭଲ ଭାବେ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ। ଏବେ ଏହାକୁ କୋରିକି ରଖନ୍ତୁ।