Loading...

ବିବାହ ବନ୍ଧନରେ ବାନ୍ଧିହେଲେ ହେଲେ ପରିଣୀତି-ରାଘବ

ବିବାହ ବନ୍ଧନରେ ବାନ୍ଧିହେଲେ ହେଲେ ପରିଣୀତି-ରାଘବ

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍‌ ସାଂସଦ ରାଘବ ଚଢ଼ା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍‌ଧାମ୍‌ରେ ହୋଇଛି।

ନିର୍ବନ୍ଧ କଲେ ପରିଣୀତି ଓ ରାଘବ, ଅକ୍ଟୋବରre ବିବାହ

ନିର୍ବନ୍ଧ କଲେ ପରିଣୀତି ଓ ରାଘବ, ଅକ୍ଟୋବରre ବିବାହ

ବଲିଉଡ କ୍ୟୁଟ ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ଲଭ ଲାଇଫ୍‌କୁ ନେଇ ଆଜିକାଲି ହେଡଲାଇନରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ପରିଣୀତି ଆପ୍ ନେତା ରାଘବ ଚଡ୍ଡାଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ଶୀଘ୍ର ବିବାହ କରିପାରନ୍ତି।