ରଜନୀକାନ୍ତଙ୍କ ଫିଲ୍ମକୁ ମିଳିଲା ମଞ୍ଜୁରୀ: ‘କାଲା’ଫିଲ୍ମର ରିଲିଜ୍ ରୋକାଯିବନି
ରଜନୀକାନ୍ତଙ୍କ କାଲାକୁ ରିଲିଜ ପାଇଁ ମିଳିଲା ମଞ୍ଜୁରୀ ଦେଶର ସର୍ବୋଚ ନ୍ୟାୟାଳୟ ବୁଧବାର ସାଉଥ୍ ସୁପର୍ଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘କାଲା’ର ରିଲିଜ୍ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମ୍କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ