News

୧୬ ଦିନ ପରେ ତୈଳ ଦର କମିଲା ମାତ୍ର ୧ ପଇସା !

୬୦ ପଇସା କମିବା ନେଇ ଭୁଲରେ ଘୋଷଣା କରିଥିଲା ଆଇଓସିଏଲ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ୧୬ ଦିନ ପରେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ପ୍ରଥମ ଥର ପାଇଁ ହ୍ରାସ ପାଇଛି

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More