ନ୍ୟୁଜ୍ ରାଜ୍ୟରେ ପ୍ରତିଦିନ ବଢୁଛି ପେଟ୍ରୋଲ-ଡିଜେଲ ଦର 29 Mar, 2022 8 mins read 275 views ଆଜି ମଧ୍ୟ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର୍ ପିଛା ୮୫ ପଇସା ଓ ଡିଜେଲ ଲିଟର ପିଛା ୭୪ ପଇସା ବଢ଼ିଛି।
ନ୍ୟୁଜ୍ ନିର୍ବାଚନ ପରେ ବଢିବ ପେଟ୍ରୋଲ ଡିଜେଲ ଦର ! 09 Feb, 2022 16 mins read 200 views ନିର୍ବାଚନ ପରେ ବଢିପାରେ ପେଟ୍ରୋଲ ଡିଜେଲ ଦର ! ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦରବୃଦ୍ଧିକୁ ଅଟକାଇ ଦିଆଯାଇଛି ।