Tag : petrolpump

News

ଖଣ୍ଡଗିରିରେ ଅଘଟଣ,ଜଳିଗଲା ୨ଟି ବସ୍

ENO Beuro
ଖଣ୍ଡଗିରିରେ ୨ଟି ବସ ସମ୍ପୃର୍ଣ ଜଳିଯାଇଛି। ଏହି ଦୁଇଟି ଅବ୍ୟବହୃତ ବସ୍ ଏଠାରେ ପଡିରହିଥିଲା । ଭୁବନେଶ୍ୱର ଖଣ୍ଡଗିରି ପେଟ୍ରୋଲ ପମ୍ପ ନିକଟରେ ଏହି ଅଘଟଣ ଘଟିଛି । ତେବେ ସୌଭାଗ୍ୟ ବଶତଃ ଏଥିରେ
News

କଟକ: ଲିଙ୍କ ରୋଡରେ ପେଟ୍ରୋଲ ପମ୍ପରେ ନିଆଁ

ENO Beuro
ଅଧା ପୋଡିଗଲା ଡିଜେଲ ଭର୍ତ୍ତି ଟ୍ୟାଙ୍କର ଲିଙ୍କ୍‌ରୋଡ୍‌ସ୍ଥିତ ସନ୍ତୋଷ କୁମାର ଆଣ୍ଡ୍‌ କୋ ପେଟ୍ରୋଲ ପମ୍ପରେ ମଙ୍ଗଳବାର ରାତି ୭ଟାରେ ଅଗ୍ନିକାଣ୍ଡ ଘଟିଛି। ତେଲ ଅନ୍‌ଲୋଡ୍‌ ସମୟରେ ଏକ ଟ୍ୟାଙ୍କ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା।