Tag : Pickle not good for health

LIFESTYLE

ରାତିରେ ଖଟା ଖାଦ୍ୟକୁ କ’ଣ ପାଇଁ ଖାଇବାକୁ ମନା କରାଯାଏ , ଜାଣନ୍ତୁ ଏହାର କାରଣ ?

ENO Beuro
ଖଟା ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ଆପଣ ଜାଣିଛନ୍ତି କି ରାତିରେ ଖଟା ଖାଦ୍ୟକୁ ଖାଇବାକୁ ବାରଣ କରାଯାଇଥାଏ । କାରଣ ରାତିରେ ଖଟା ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ହେବାର ଆଶଂକା ଅଧିକ ଥାଏ