News

କାଠମାଣ୍ଡୁରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା: ୫୦ ମୃତ ଦେହ ଉଦ୍ଧାର

ENO Beuro
କାଠମାଣ୍ଡୁରେ ବଡ ଧରଣର ବିମାନ ଦୁର୍ଘଟଣା ନେପାଳ କାଠମାଣ୍ଡୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବାଲାଂଦେଶୀ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More