• Home
  • planning for modi murder
News

ରାଜୀବ ଗାନ୍ଧୀଙ୍କ ଶୈଳୀରେ ମୋଦିଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରୁଛନ୍ତି ମାଓବାଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର ଚାଲିଛି ! ରାଜୀବ ଗାନ୍ଧି ଶୈଳୀରେ ହତ୍ୟା କରିବାକୁ ଏକ ବଡ଼ ଯୋଜନା ଚାଲିଥିବା ନେଇ ପୁଣେ ପୋଲିସ୍‌ ହାତରେ ଏକ ବଡ଼ ସୁରାକ୍‌ ଲାଗିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More