Loading...

ଯୁକ୍ତ ଦୁଇ ପରୀକ୍ଷା: ଫେବ୍ରୁଆରି ୧ରୁ ପ୍ରାକ୍ଟିକାଲ, ମାର୍ଚ୍ଚ ୧ରୁ ଥିଓରି

ଯୁକ୍ତ ଦୁଇ ପରୀକ୍ଷା: ଫେବ୍ରୁଆରି ୧ରୁ ପ୍ରାକ୍ଟିକାଲ, ମାର୍ଚ୍ଚ ୧ରୁ ଥିଓରି

ରାଜ୍ୟର ଯୁକ୍ତ ୨ ଦ୍ବିତୀୟ ବର୍ଷରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଖବର ଆସିଛି। ଆସନ୍ତା ମାର୍ଚ୍ଚ ୧ ତାରିଖ ଠାରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପଢୁଥିବା ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷା ‌ଦେବେ।