News

ସହିଦ ଅଚ୍ୟୁତାନନ୍ଦଙ୍କୁ ସ୍ମରଣ କଲେ ମୋଦି,କହିଲେ କଂଗ୍ରେସ ପାଇଁ ମାଓବାଦୀ ହେଉଛନ୍ତି ବିପ୍ଳବୀ

ENO Beuro
ନିର୍ବାଚନ ପାଇଁ ସରଗରମ ଛତିଶଗଡ। ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ଜଗଦଲପୁରରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ରମଣ
News

ହର୍ଷିଲରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉତ୍ତରାଖଣ୍ଡ ଡେରାଡୁନ୍‌ରେ ଗସ୍ତରେ ଯାଇଛନ୍ତି। ଏହାପରେ ଭାରତ-ଚାଇନା ସୀମାସ୍ଥିତ ହର୍ଷିଲ୍‌ରେ ପହଞ୍ଚି ସେଠାରେ ମୁତୟନ ଥିବା ଯବାନଙ୍କ ସହିତ ୧୧ ହଜାର ଫୁଟ ଉଚ୍ଚରେ ଦିଓ୍ବାଲୀ ପାଳନ କରିଛନ୍ତି।
News

ଏମଏସଏମଇ ସହାୟତା ଓ ଜନସମ୍ପର୍କ ଅଭିଯାନକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ସହାୟତା ଏବଂ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିବେ । ଦିଲ୍ଲୀ ବ୍ୟତୀତ ଦେଶରେ 100ଟି
News

ଆଜି ଭାରତର ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀ

ENO Beuro
ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ୩୪ତମ ପୂର୍ଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭାରତର ପ୍ରଥମ ଏବଂ ଏକମାତ୍ର ମହିଳା
News

ଉଦ୍‌ଘାଟିତ ହେଲା ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି

ENO Beuro
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି ଆଜି ଉନ୍ମୋଚିତ ହେଲା ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ
News

ଟୋକିଓ ‘ମେକ ଇନ ଇଣ୍ଡିଆ’ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ENO Beuro
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓରେ ଅନୁଷ୍ଠିତ ‘ମେକ ଇନ ଇଣ୍ଡିଆ:  ଆଫ୍ରିକାରେ ଭାରତ-ଜାପାନ ଭାଗୀଦାରୀତା ଓ ଡିଜିଟାଲ ଭାଗୀଦାରୀତା’ ଶୀର୍ଷକ ଆଲୋଚନାଚକ୍ରକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ଯେ କିପରି ଭାବେ କେନ୍ଦ୍ର
News

ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ଭାରତ ଆସିବାକୁ ମନା କଲେ ଟ୍ରମ୍ପ

ENO Beuro
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାବର୍ଷ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବାକୁ ଭରତ ଆସିବେ ନାହିଁ। ଭାରତ ଦେଇଥିବା ନିମନ୍ତ୍ରଣକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଥିବା

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More