Tag : Police man murders face book lover after he finds out she was a man

News

ଫେସବୁକରେ ‘ପ୍ରେମିକା’ ପୁରୁଷ ବୋଲି ଜାଣିବାପରେ ହତ୍ୟା କଲା ପ୍ରେମିକ

ENO Beuro
ଚେନ୍ନାଇର ଜଣେ ୩୨ ବର୍ଷ ବୟସ୍କ ପୁଲିସ କନେଷ୍ଟବଲ୍‌ ଫେସବୁକ୍‌ରେ ଜଣେ ୨୨ ବର୍ଷୀୟାଙ୍କୁ ପ୍ରେମ କରି ବସିଲେ । ୩୨ ବର୍ଷ ବୟସ୍କା କନେଷ୍ଟବଲ୍‌ କାନନ୍‌ କୁମାର ଉକ୍ତ ୨୨ ବର୍ଷୀୟାଙ୍କ ସହ