Tag : polictical

News POLITICALS

ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

ENO Beuro
ରାଜ୍ୟ ସରକାର ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ବେଛାକୃତ ଅବସର ଆବେଦନକୁ ଗ୍ରହଣ କରିଛନ୍ତି । ଫଳରେ ସେ ରାଜନୀତିରେ ଯୋଗ ଦେବା ପଥ ପ୍ରଶସ୍ତ ହୋଇଛି ।