Loading...

ଏଣିକି ରାଜନୈତିକ ଦଳର ମିଛ ପ୍ରତିଶୃତିରେ ଲାଗିବ ଅଙ୍କୁଶ

ଏଣିକି ରାଜନୈତିକ ଦଳର ମିଛ ପ୍ରତିଶୃତିରେ ଲାଗିବ ଅଙ୍କୁଶ

ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ପକ୍ଷରୁ ଘୋଷଣା କରାଯାଉଥିବା ବିଭିନ୍ନ ମାଗଣା ଯୋଜନାକୁ ନେଇ ବିତର୍କ ଲାଗି ରହିଥିବାବେଳେ ନିର୍ବାଚନ ଆୟୋଗ (ଇସି) ଏହା ଉପରେ ହସ୍ତକ୍ଷେପ କରିବାକୁ ଯାଉଛନ୍ତି। ରାଜନୈତିକ ଦଳଗୁଡିକୁ ମାଗଣା ଯୋଜନା ଘୋଷଣାରୁ ଦୂରେଇ ରଖିବା ଲାଗି ନିର୍ବାଚନ ଆୟୋଗ ଆଗାମୀ ଦିନରେ ନିର୍ବାଚନ ଆଚରଣ ବିଧିରେ ସଂଶୋଧନ ଆଣିବାକୁ ଯୋଜନା କରିଛନ୍ତି।