Tag : population

News

ଭିତରକନିକାରେ କୁମ୍ଭୀରଙ୍କ ସ˚ଖ୍ୟା ବୃଦ୍ଧି, ଏ ବର୍ଷ ବଢିଛନ୍ତି ୪୪

ENO Beuro
ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସ˚ଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ,ନାଳଗୁଡିକରେ ୧୬୯୮ଟି ବଉଳା କୁମ୍ଭୀର ଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୪୨କୁ
News

ବିଶ୍ଵର ୪ର୍ଥ ଜନବହୁଳ ଦେଶ ହେବ ପାକ୍

ENO Beuro
ପାକିସ୍ଥାନରେ ଜନସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି ,ତାହାଯୋଗୁ ସିଏ ୨୦୩୦ ମସିହା ସୁଦ୍ଧା ବିଶ୍ଵର ଚତୁର୍ଥ ଜନବହୁଳ ଦେଶ ହେବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ୨୦୩୦ ସୁଦ୍ଧା ପାକିସ୍ତାନର ଜନସଂଖ୍ୟା ବିଶ୍ୱର