୬୭ ପର୍ଣ୍ଣ ଓ୍ଵେବସାଇଟ୍ ବ୍ୟାନ କଲା ଭାରତ ସରକାର
ସୂଚନା ପ୍ରଯୁକ୍ତିବିଦ୍ୟା ଅଦୌଗିକି(ଆଇଟି) ନିୟମ ଉଲ୍ଲଂଘନ ଅଭିଯୋଗରେ ୬୭ ପର୍ଣ୍ଣ ଓ୍ଵେବସାଇଟ୍ ନିଷିଦ୍ଧ କରିବାକୁ ଆଦେଶ ଦେଇଛନ୍ତି। ପୁଣେର ଏକ ଅଦାଲତର ଆଦେଶ ଆଧାରରେ ୬୩ ଅଶ୍ଳୀଳ ଓ୍ଵେବସାଇଟ୍ ଏବଂ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ତଥା ଆଇଟି ମନ୍ତ୍ରଣାଳୟ ଦ୍ଵାରା ଜାରି ନିର୍ଦ୍ଦେଶରେ ଚାରି ଓ୍ଵେବସାଇଟ୍ ନିଷିଦ୍ଧ କରିବାକୁ କହିଛନ୍ତି।